Door43-Catalog_or_tn/REV/13/03.md

962 B

କିନ୍ତୁ ସେହି କ୍ଷତ ସୁସ୍ଥ ହୋଇଥିଲା

ଏକାନ୍ତରୀକ ଅନୁବାଦ: "କିନ୍ତୁ ସେହି କ୍ଷତ ସୁସ୍ଥ ହୋଇଥିଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ପଶୁର ଅନୁକରଣ କଲେ

"ପଶୁର ଆଜ୍ଞାପାଳନ କଲେ"

ପ୍ରକାଣ୍ଡସର୍ପ

୧୨:୩ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।

କିଏ ଏହା ବିପକ୍ଷରେ ଯୁଦ୍ଧ କରି ପାରିବେ ?

ଏକାନ୍ତରୀକ ଅନୁବାଦ: "କୌଣସି ଲୋକ ପଶୁର ବିପକ୍ଷରେ ଯୁଦ୍ଧ କରି ପାରିବେ ନାହିଁ ଏବଂ ବିଜୟ ହେବେ ନାହିଁ !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)