Door43-Catalog_or_tn/REV/12/15.md

891 B

ସର୍ପ

୧୨:୯ ଅନୁସାରେ ଯେପରି ପ୍ରକାଣ୍ଡସର୍ପ ଏହା ସେହି ସମାନ ।

ନଦୀ ସଦୃଶ୍ୟ

ଏକାନ୍ତରୀକ ଅନୁବାଦ: "ବୃହତ ପରିମାଣରେ" (ଦେଖନ୍ତୁ: ତୁଳନା/ଉପମା)

ପ୍ରକାଣ୍ଡସର୍ପ

୧୨:୩ ରେ ତୁମେ କିପରି ଅନୁବାଦ କରିଅଛ ଦେଖ ।

ଏହା ତହିଁର ମୁଖ ଫିଟାଇ ସର୍ପ ତାହାର ମୁଖରୁ ଉଦ୍‌ଗାରିତ ନଦୀକୁ ଗ୍ରାସ କଲା ।

ଏକାନ୍ତରୀକ ଅନୁବାଦ: "ଏକ ଗାତ ଭୂମିରୁ ତଳା ଖୋଲିଲା ଏବଂ ସେହି ଗାତ ଭିତରକୁ ଜଳ ଗଲା ।" (ଦେଖନ୍ତୁ: ବ୍ୟକ୍ତିତ୍ଵଆରୋପ)