Door43-Catalog_or_tn/REV/12/13.md

1018 B
Raw Permalink Blame History

ପ୍ରକାଣ୍ଡସର୍ପ

୧୨:୩ ରେ ତୁମେ କିପରି ଅନୁବାଦ କରିଅଛ ଦେଖ ।

ସେ ଯେ ପୃଥିବୀରେ ନିକ୍ଷିପ୍ତ ହୋଅଛନ୍ତି ତାହା ପ୍ରକାଣ୍ଡସର୍ପ ହୃଦୟଙ୍ଗମ କଲା

ଏକାନ୍ତରୀକ ଅନୁବାଦ: "ଈଶ୍ଵର ତାହାଙ୍କୁ ସ୍ଵର୍ଗରୁ ଫୋପାଡି ଦେଇଥିଲେ ଏବଂ ତାହାଙ୍କୁ ପୃଥିବୀରେ ନିକ୍ଷିପ୍ତ କଲେ ଏହା ପ୍ରକାଣ୍ଡସର୍ପ ହୃଦୟଙ୍ଗମ କଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସମୟ, ସମୟ ଥର, ଏବଂ ଏକ ସମୟର ଅଧେ

ଏକାନ୍ତରୀକ ଅନୁବାଦ: "୩.୫ ବର୍ଷ" କିମ୍ବା "୩ ୧/ ବର୍ଷ" କିମ୍ବା "ସାଢେ ତିନି ବର୍ଷ"