Door43-Catalog_or_tn/REV/12/07.md

902 B

ପ୍ରକାଣ୍ଡସର୍ପ

୧୨:୩ ରେ ତୁମେ କିପରି ଅନୁବାଦ କରିଅଛ ଦେଖ । ପ୍ରକାଣ୍ଡସର୍ପ ମଧ୍ୟ ୯ ପଦରେ ଯେମିତି "ରାକ୍ଷସ କିମ୍ବା ଶୟତାନ" ଭାବେ ପରିଚିତ ହୋଇଅଛି ।

ପ୍ରକାଣ୍ଡସର୍ପ...ପୃଥିବୀକୁ ନିକ୍ଷେପ କରାଗଲା...ଏବଂ ତାହାଙ୍କ ଦୂତମାନଙ୍କୁ

ଏକାନ୍ତରୀକ ଅନୁବାଦ: ଈଶ୍ଵର ପ୍ରକାଣ୍ଡସର୍ପ ଏବଂ ତାହାଙ୍କ ଦୂତମାନଙ୍କୁ ସ୍ଵର୍ଗରୁ ବାହାର କଲେ ଏବଂ ପୃଥିବୀକୁ ପ୍ରେରଣ କଲେ । (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)