Door43-Catalog_or_tn/REV/12/01.md

904 B

ସ୍ଵର୍ଗରେ ଏକ ମହା ଲକ୍ଷଣ ଦେଖାଗଲା

ଏକାନ୍ତରୀକ ଅନୁବାଦ: "ଏକ ମହା ଲକ୍ଷଣ ସ୍ଵର୍ଗରେ ଦେଖାଗଲା" କିମ୍ବା "ମୁଁ, ଯୋହନ, ଏକ ମହା ଲକ୍ଷଣ ଦେଖିଲି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ

ଏକାନ୍ତରୀକ ଅନୁବାଦ: "ଜଣେ ସ୍ତ୍ରୀ ଯେ ସୂର୍ଯ୍ୟ ପିନ୍ଧୁଥିଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଦ୍ଵାଦଶ ନକ୍ଷତ୍ର

"୧୨ ନକ୍ଷତ୍ର" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)