Door43-Catalog_or_tn/REV/11/16.md

479 B

ଚବିଶ ପ୍ରାଚୀନଗଣ

"୨୪ ପ୍ରାଚୀନମାନେ" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)

ସେମାନଙ୍କର ମୁଖକୁ ନତ କରିବା ସହ

ସମସ୍ତ ଶରୀରର ଅଗ୍ରଭାଗକୁ ସେମାନଙ୍କର "ମୁଖ" ସ୍ଵରୁପେ ଦର୍ଶା ଯାଇଅଛି (ଦେଖନ୍ତୁ: ଅଳଙ୍କାର 'ସିନକ୍ଡୋଖେ)