Door43-Catalog_or_tn/REV/11/06.md

637 B

ବିଭିନ୍ନ ପ୍ରକାର କ୍ଲେଶ ଦ୍ଵାରା ପୃଥିବୀକୁ ଆଘାତ କରିବାକୁ

ପୃଥିବୀ ଉପରେ ଘଟିବା ସମସ୍ତ ପ୍ରକାର ସମସ୍ୟାକୁ ଏହି ବାକ୍ୟାଂଶ ଦର୍ଶାଏ । (ଦେଖନ୍ତୁ: ତୁଳନା/ଉପମା)

ଗଭୀର ଏବଂ ଅସୀମ

"ଅସୀମ" ଶବ୍ଦର ଅର୍ଥ ଭିତ୍ତିହୀନ । ଉଭୟ ଶବ୍ଦଗୁଡିକ ଅତି ଗଭୀର ଗାତକୁ ଦର୍ଶାଏ ।(ଦେଖନ୍ତୁ: ଦୁଇଅଂଶ ଯୁକ୍ତ)