Door43-Catalog_or_tn/REV/11/01.md

589 B

ମୋତେ ଦିଆଯାଇଥିଲା...ମୋତେ କୁହାଯାଇଥିଲା

"ମୋତେ" ଏବଂ "ମୁଁ" ଶବ୍ଦଗୁଡିକ ଯୋହନକୁ ଦର୍ଶାଏ ।

ପାଦତଳେ ଦଳିବା

ଯେମିତି ତାହା ଉପରେ ଚାଲିବା ଦ୍ଵାରା ତାହାକୁ ମୁଲ୍ୟହୀନ ବୋଲି ଭାବିବା ।

ବୟାଳିଶ ମାସ

ଏକାନ୍ତରୀକ ଅନୁବାଦ: "୪୨ ମାସ" (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡିକ)