Door43-Catalog_or_tn/REV/10/05.md

667 B

ତାହାଙ୍କୁ ଯେ ସଦା ସର୍ବଦ ଜୀବିତ ଅଟନ୍ତି

"ତାହାଙ୍କ" ଈଶ୍ଵରଙ୍କୁ ଦର୍ଶାଏ ।

ଯାହା ସମସ୍ତ ଏହା ଭିତରେ ଅଛି (୩ ଥର)

ଏହା ସମସ୍ତ ବୃକ୍ଷ, ପଶୁ, ଏବଂ ମାନବକୁ ଦର୍ଶାଏ ଯାହା ବାୟୁ, ସମୁଦ୍ର, କିମ୍ବା ଭୁମିରେ ବାସ କରେ ।

ପରିପୂର୍ଣ୍ଣ ହେବ

"ଘଟିବାକୁ ଯାଉଅଛି" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)