Door43-Catalog_or_tn/REV/09/18.md

719 B
Raw Permalink Blame History

ସେମାନଙ୍କର ଲାଙ୍ଗୁଳ ସର୍ପମାନଙ୍କ ସଦୃଶ୍ୟ ଥିଲା

ଅଶ୍ଵମାନଙ୍କର ଲାଙ୍ଗୁଳକୁ ସର୍ପମାନଙ୍କ ସହ ତୁଳନା କରାଯାଇଅଛି । ସମ୍ଭାବନାା ଅର୍ଥଗୁଡିକ: ୧) "ସେମାନଙ୍କର ଲାଙ୍ଗୁଳ ସର୍ପମାନ ସଦୃଶ୍ୟ ମସ୍ତକ ଥିଲା" (UDB) କିମ୍ବା ) ସେମାନଙ୍କର ଲାଙ୍ଗୁଳ ବୃହତ ଶେଷ ସହ ପତଳା ଥିଲା ଏବଂ ଏକ ସର୍ପ ପରି ଦେଖା ଯାଉଥିଲା ।" (ଦେଖନ୍ତୁ: ତୁଳନା/ଉପମା)