Door43-Catalog_or_tn/REV/09/10.md

485 B

ଯୋହନ ପଙ୍ଗପାଳ ବିଷୟରେ ବର୍ଣ୍ଣନା କରିବା ଜାରି ରଖିଲେ ।

ଗଭୀର ଏବଂ ଅସୀମ ଭାବରେ

୯:୧ ରେ କିପରି ତୁମ୍ଭେ ଅନୁବାଦ କରିଅଛ ଦେଖ ।

ଅବଦ୍ଦୋନ ... ଆପଲ୍ଲୀୟୋନ

ଉଭୟ ନାମର ଅର୍ଥ "ବିନାଶ" ଅଟେ । (ଦେଖନ୍ତୁ: ଅନୁବାଦ ନାମଗୁଡିକ)