Door43-Catalog_or_tn/REV/09/03.md

828 B

ପଙ୍ଗପାଳ

କୀଟଗୁଡିକ ଯାହା ବୃହତ ଦଳ ଭାବରେ ଏକତ୍ର ଉଡନ୍ତି (ଦେଖନ୍ତୁ: ଅଜଣା ଅନୁବାଦ)

ବିଛାମାନଙ୍କ ପରି ଶକ୍ତି

ବିଛାର ଯନ୍ତ୍ରଣାଦାୟକ କ୍ଷତ କରିବାକୁ ଶକ୍ତି ଅଛି ଏବଂ ଅନ୍ୟ ପଶୁମାନଙ୍କୁ ବିଷାକ୍ତ କରିବାର । (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ)

ବିଛାଗୁଡିକ

ମହୁମାଛି ସେମାନଙ୍କର ଲାଙ୍ଗୁଳର ନାହୁଡ ପରି ସେମାନେ ଛୋଟ ବିଷାକ୍ତ ପଶୁ

କପାଳ

ମୁହଁର ଉପରିଭାଗ, ଚକ୍ଷୁ ଉପରେ