Door43-Catalog_or_tn/REV/08/10.md

1.2 KiB

ଏବଂ ଅଗ୍ନି ଶିଖା ସଦୃଶ୍ୟ, ଏକ ବୃହତ ନକ୍ଷତ୍ର ଆକାଶରୁ ପଡିଲା

"ଏବଂ ଏକ ବୃହତ ନକ୍ଷତ୍ର ଆକାଶରୁ ଅଗ୍ନି ଶିଖା ସଦୃଶ୍ୟ ପଡିଲା ।" ବୃହତ ନକ୍ଷତ୍ର ଏକ ଅଗ୍ନି ଶିଖା ସଦୃଶ୍ୟ ଦେଖାଗଲା । (ଦେଖନ୍ତୁ: ତୁଳନା/ଉପମା)

ଟର୍ଚ୍ଚ

ବାଡିର ଶେଷରେ ଅଗ୍ନି ଥାଏ ଯାହା ଅଲୋକ ପ୍ରଦାନ କରିବାକୁ ସାହାର୍ଯ୍ୟ କରେ

ସେହି ନକ୍ଷତ୍ରର ନାମ ନାଗଦଅଣା

ଏକ ତିକ୍ତ ସ୍ଵାଦ ଗଛ ନାମକୁ ଆଧାର କରି ଏହି ନକ୍ଷତ୍ରର ନାମ "ନାଗଦାଅଣା" ଭାବରେ ନାମିତ ।

ନାଗଦାଅଣା

ନକ୍ଷତ୍ର ଦ୍ଵାରା ବିଷାକ୍ତ । ଏକାନ୍ତରୀକ ଅନୁବାଦ: "ତିକ୍ତ" (UDB) କିମ୍ବା "ବିଷାକ୍ତ" (ଦେଖନ୍ତୁ: ତୁଳନା/ରୁପକ/ଉପମା)