Door43-Catalog_or_tn/REV/08/08.md

1.3 KiB
Raw Permalink Blame History

ଅଗ୍ନିପ୍ରଜ୍ୱଳିତ ଗୋଟିଏ ବୃହତ ପର୍ବତ ସଦୃଶ୍ୟ କିଛି ନିକ୍ଷିପ୍ତ କରାଗଲା

"ଏକ ବୃହତ ଅଗ୍ନିପ୍ରଜ୍ୱଳିତ ପର୍ବତ ସଦୃଶ୍ୟ କିଛି ଦୂତ ନିକ୍ଷିପ୍ତ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ସମୁଦ୍ରର ତୃତୀୟାଂଶ ରକ୍ତମୟ ହେଲା, ସମୁଦ୍ରରେ ଥିବା ତୃତୀୟାଂଶ ଜୀବମାନେ ମଲେ, ଏବଂ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା

ଏକାନ୍ତରୀକ: "ଏହା ସମୁଦ୍ରର ତୃତୀୟାଂଶକୁ ରକ୍ତମୟ କଲା, ସମୁଦ୍ରରେ ଥିବା ତୃତୀୟାଂଶ ଜୀବ ମଲେ, ଏବଂ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା"

ରକ୍ତମୟ ହେଲା

ସମ୍ଭାବନା ଅର୍ଥଗୁଡିକ: ୧) "ରକ୍ତ ପରି ଲାଲ ହେଲା" (ଦେଖନ୍ତୁ: ତୁଳନା/ଉପମା) ) ଆକ୍ଷରିକ ଭାବରେ "ରକ୍ତମୟ ହେଲା ।"