Door43-Catalog_or_tn/REV/08/06.md

996 B

ଏହା ପୃଥିବୀରେ ନିକ୍ଷିପ୍ତ ହେଲା

ଏକାନ୍ତରୀକ ଅନୁବାଦ: "ଦୁତ ଏହାକୁ ପୃଥିବୀ ଉପରେ ନିକ୍ଷିପ୍ତ କଲେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଏହାର ତୃତୀୟାଂଶ ଦଗ୍ଧ ହେଲା, ବୃକ୍ଷସମୂହର ତୃତୀୟାଂଶ ଦଗ୍ଧ ହେଲା, ଏବଂ ସମସ୍ତ ହରିଦବର୍ଣ୍ଣ ତୃଣ ଦଗ୍ଧ ହେଲା

ଏକାନ୍ତରୀକ ଅନୁବାଦ: "ଏହା ପୃଥିବୀର ତୃତୀୟାଂଶକୁ ଦଗ୍ଧ କଲା, ବୃକ୍ଷସମୂହର ତୃତୀୟାଂଶକୁ ଦଗ୍ଧ କଲା, ଏବଂ ସମସ୍ତ ସବୁଜ ତୃଣକୁ ଦଗ୍ଧ କଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)