Door43-Catalog_or_tn/REV/07/15.md

532 B

ସେମାନେ, ସେମାନଙ୍କୁ, ସେମାନଙ୍କର

ଏହି ସମସ୍ତ ସର୍ବନାମଗୁଡିକ ଯେଉଁମାନେ ମହାକ୍ଲେଶ ଦେଇ ଆସିଅଛନ୍ତି ସେମାନଙ୍କୁ ଦର୍ଶାଏ ।

ସୂର୍ଯ୍ୟ ଆଘାତ କରିବ ନାହିଁ

ଏହାର ଅର୍ଥ ସୂର୍ଯ୍ୟ ଆଉ କେବେ ଲୋକମାନଙ୍କୁ ଉତ୍ତପ୍ତ ହେତୁଆଘାତ କରିବ ନାହିଁ ।