Door43-Catalog_or_tn/REV/07/13.md

759 B

ସେମାନେ ଆପଣା ଆପଣା ବସ୍ତ୍ର ଧୌତ କଲେ ଏବଂ ମେଷଶାବକଙ୍କ ରକ୍ତରେ ସେଗୁଡିକୁ ଶୁକ୍ଲ କଲେ

"ଶୁକ୍ଲ" ରଙ୍ଗ ପବିତ୍ରତାର ପ୍ରତୀକ ଅଟେ, ଏବଂ "ରକ୍ତ" ଜଳକୁ ତୁଳନା କରେ, ଯାହା ସାଧାରଣତଃ ଭାବରେ ବସ୍ତୁଗୁଡିକୁ ପରିଷ୍କାର କରେ । "ଧୌତ" ଦ୍ଵାରା ପବିତ୍ରତା ଲାଭ ହୋଇଅଛି କିମ୍ବା ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଆଚ୍ଛାଦିତ ହୋଇଅଛି (ଦେଖନ୍ତୁ: ତୁଳନା/ରୁପକ/ଉପମା)