Door43-Catalog_or_tn/REV/07/11.md

1.1 KiB

ସମସ୍ତ ଦୂତଗଣ ... ପ୍ରାଣୀମାନେ

ଏକାନ୍ତରୀକ ଅନୁବାଦ: "ସମସ୍ତ ଦୂତମାନେ ସିଂହାସନ ଓ ପ୍ରାଚୀନବର୍ଗ ଏବଂ ଚାରି ପ୍ରାଣୀଙ୍କ ଚାରିପଟେ ଉଭା ହେଲେ"

ଚାରି ପ୍ରାଣୀ

ଏହି ଚାରି ପ୍ରାଣୀ ୪:୬ ୮ରେ ଉଲ୍ଲେଖ ହୋଇଅଛି ।

ପ୍ରଶଂସା, ମହିମା ... ଆମ୍ଭମାନଙ୍କ ଈଶ୍ଵରଙ୍କୁ

ଏକାନ୍ତରୀକ ଅନୁବାଦ: "ଆମ୍ଭମାନଙ୍କର ଈଶ୍ଵର ସମସ୍ତ ପ୍ରଶଂସା, ମହିମା, ଜ୍ଞାନ, ଧନ୍ୟବାଦ, ସମ୍ମାନ, ଶକ୍ତି ଏବଂ ସାମର୍ଥ୍ୟର ଯୋଗ୍ୟ ଅଟନ୍ତି"

ସଦା ସର୍ବଦା

ଏହି ଦୁଇ ଶବ୍ଦ ଗମ୍ଭୀର ନିମନ୍ତେ ସଂଯୁକ୍ତ ହୋଇଅଛି । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ)