Door43-Catalog_or_tn/REV/07/04.md

1007 B
Raw Permalink Blame History

କେଉଁମାନେ ମୁଦ୍ରାଙ୍କିତ ହେଲେ

ଏକାନ୍ତରୀକ ଅନୁବାଦ: "ଯେଉଁମାନଙ୍କ ଉପରେ ଈଶ୍ଵରଙ୍କ ଚିହ୍ନ ଥିଲା" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ବାର ହଜାର

ପ୍ରତ୍ୟେକ ବଂଶରେ ୧୨, (ଦେଖନ୍ତୁ: ଅନୁବାଦିତ ସଂଖ୍ୟା)

୧୪୪,

ଏମାନେ ବାର ବଂଶର ଲୋକମାନେ ପ୍ରତ୍ୟେକ ବଂଶରୁ ୧୨, ।(ଦେଖନ୍ତୁ: ଅନୁବାଦିତ ସଂଖ୍ୟାଗୁଡିକ)

ଇସ୍ରାଏଲ ଲୋକମାନଙ୍କର ପ୍ରତ୍ୟେକ ବଂଶ

ଇସ୍ରାଏଲଠାରେ ବାର ବଂଶ ଥିଲେ, ପୁଣି ଯାକୁଵଙ୍କ ପୁତ୍ରଙ୍କ ନାମନୁସାରେ ନାମିତ ଥିଲେ ।