Door43-Catalog_or_tn/REV/06/15.md

702 B

ଏବଂ ସେନାପତିଗଣ

ଏହି ଶବ୍ଦ ଦକ୍ଷ ସୈନିକ ଯେ ଯୁଦ୍ଧ କ୍ଷେତ୍ରରେ ଆଜ୍ଞା ଦିଅନ୍ତି ସେମାନଙ୍କୁ ଦର୍ଶାଏ,

ଗୁମ୍ଫାରେ ଲୁଚିଲେ

ଏକାନ୍ତରୀକ ଅନୁବାଦ: "ପାହାଡର ପାର୍ଶ୍ୱରେ ଥିବା ଏକ ବୃହତ ଗାତରେ ଲୁଚିଲେ" କିମ୍ବା " ଭୁମିତଳେ ଖୋଲା ଯାଇଥିବା ଏକ ଗାତରେ ଲୁଚିଲେ"

ତାହାଙ୍କ ମୁଖ

"ତାହାଙ୍କ" ସର୍ବନାମ ଈଶ୍ଵରଙ୍କୁ ଦର୍ଶାଏ ।