Door43-Catalog_or_tn/REV/05/09.md

494 B

ସେମାନେ

"ସେମାନେ" ଶବ୍ଦ ଏଠାରେ ଚାରି ପ୍ରାଣୀ ଏବଂ ଚବିଶ ପ୍ରାଚୀନମାନଙ୍କୁ ଦର୍ଶାଏ ।

କାରଣ ତୁମ୍ଭେ ହତ ହୋଇଥିଲ

ଏକାନ୍ତରୀକ ଅନୁବାଦ: "କାରଣ ସେମାନେ ତୁମ୍ଭଙ୍କୁ ବଧ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)