Door43-Catalog_or_tn/REV/04/09.md

1.0 KiB

ସଦା ସର୍ବଦା

ଏହି ଦୁଇ ଶବ୍ଦ ଏକ ସମାନ ଅର୍ଥକୁ ଦିଅନ୍ତି ଏବଂ ଗମ୍ଭୀରତା ନିମନ୍ତେ ଏଗୁଡିକୁ ସଂଯୁକ କରାଯାଇଅଛି । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ )

ଆମ୍ଭମାନଙ୍କର ପ୍ରଭୁ ଏବଂ ଆମ୍ଭମାନଙ୍କର ଈଶ୍ଵର

ବକ୍ତା, କିନ୍ତୁ ଶ୍ରୋତା ନୁହନ୍ତି (ଦେଖନ୍ତୁ: ଏକ ଗୋଷ୍ଠୀ/ବ୍ୟକ୍ତି ନିମନ୍ତେ ଉର୍ଦ୍ଦିଷ୍ଟ )

ସେମାନେ ସ୍ଥାୟୀହେଲେ ଏବଂ ସୃଷ୍ଟି ହୋଇଥିଲେ

ଏହି ଶବ୍ଦ "ସ୍ଥାୟୀ ହେଲେ" ଏବଂ "ସୃଷ୍ଟିହେଲେ" ଏକ ସମାନ ଅର୍ଥ ଦିଅନ୍ତି ଏବଂ ଗମ୍ଭୀରତା ନିମନ୍ତେ ଏଗୁଡିକୁ ସଂଯୁକ୍ତ କରାଯାଇଅଛି ।