Door43-Catalog_or_tn/REV/02/26.md

532 B

ଯେ ଜୟ କରେ

ଏକାନ୍ତରୀକ ଅନୁବାଦ: "ଯେ କୌଣସି ବ୍ୟକ୍ତି ଯେ ପରାସ୍ତ କରେ"

ମୁଁ ମଧ୍ୟ ତାହାଙ୍କୁ ଦେବି

ଏଠାରେ "ତାହାଙ୍କୁ" ଯେ ଜୟ କରେ ତାହାଙ୍କୁ ଦର୍ଶାଏ ।

ପ୍ରଭାତୀତାରା

ଏହା ଏକ ଉଜ୍ୱଳ ନକ୍ଷେତ୍ର ଯାହା ପ୍ରଭାତ ପୁବର୍ରୁ ପ୍ରକାଶିତ ହୁଏ ।