Door43-Catalog_or_tn/REV/02/14.md

1.3 KiB

ବିଲାୟାମ

ଏହା ଏକ ରାଜାଙ୍କ ନାମ । (ଦେଖନ୍ତୁ: ଅନୁବାଦିତ ନାମଗୁଡିକ)

ବିଲାୟାମଙ୍କୁ ଇସ୍ରାଏଲ ସନ୍ତାନମାନଙ୍କ ଆଗରେ ଏକ ପ୍ରତିବନ୍ଧ ଫୋପାଡିବାକୁ କିଏ ଶିକ୍ଷା ଦେଲେ

ଏକାନ୍ତରୀକ ଅନୁବାଦ: "ଇସ୍ରାଏଲର ଲୋକମାନ କିପରି ପାପରେ ପକାଇବେ ତାହା ବିଲାୟାମଙ୍କୁ କିଏ ଦେଖାଇଲେ"

ମୁର୍ତ୍ତୀମାନଙ୍କୁ ବଲିଦାନ ଦେବା ଖାଦ୍ୟ ଖାଅ

ଏକାନ୍ତରୀକ ଅନୁବାଦ: "ମୁର୍ତ୍ତୀମାନଙ୍କୁ ଖାଦ୍ୟ ବଳିଦାନ କର ତା'ପରେ ତାହା ଖାଅ" (ଦେଖନ୍ତୁ: ସକ୍ରିୟ ନିଷ୍କ୍ରିୟ)

ଯୌନ ପ୍ରବୃତ୍ତିରେ ଅନୈତିକତା ହେବା

ଏକାନ୍ତରୀକ ଅନୁବାଦ: "ଯୌନ ପ୍ରକ୍ରିୟାରେ ପାପ" କିମ୍ବା "ଯୌନ ସମ୍ପର୍କ ସମ୍ବନ୍ଧରେ ପାପ କରିବା" (ଦେଖନ୍ତୁ: ସକ୍ରିୟ କିମ୍ବା ନିଷ୍କ୍ରିୟ)