Door43-Catalog_or_tn/REV/02/06.md

973 B

ଏଫିସର ବିଶ୍ଵାସୀମାନଙ୍କ ପ୍ରତି ମନୁଷ୍ୟ ପୁତ୍ରଙ୍କ ସମ୍ବାଦକୁ ଏହା ଜାରିରଖେ ।

ନୀକଲାୟତୀୟମାନେ

ଯେଉଁ ଲୋକମାନେ ନିକଲାସ ନାମକ ଜଣେ ଲୋକର ଶିକ୍ଷାକୁ ଅନୁକରଣ କଲେ । (ଦେଖନ୍ତୁ: ଅନୁବାଦିତ ନାମଗୁଡିକ)

ଯଦି ତୁମ୍ଭମାନଙ୍କର କାନ ଅଛି, ଶୁଣ

ଆତ୍ମିକ କାନଗୁଡିକ । ଏହାର ଅର୍ଥ ଜଣେ ବ୍ୟକ୍ତି ଯେ ଈଶ୍ଵରଙ୍କୁ ଶୁଣିପାରେ ଏବଂ ତାହାଙ୍କ ସମ୍ବାଦକୁ ବୁଝିପାରେ ।

ମୁଁ ତାହାଙ୍କୁ ଖାଇବାକୁ ଅନୁମତି ଦେବି

"ମୁଁ ସେମାନଙ୍କୁ ଖାଇବାକୁ ଅନୁମତି ଦେବି"