Door43-Catalog_or_tn/REV/01/14.md

736 B

ମସ୍ତକ ଏବଂ କେଶ ମେଷଲୋମ ପରି ଧଳା ଥିଲା

ହିମ ପରି ଧଳା ଥିଲା କିପରି ତାହାଙ୍କ ମସ୍ତକ ଏବଂ କେଶ ଥିଲା ତାହାକୁ ଗୁରୁତ୍ଵ ଦେବା ପାଇଁ ଏହି ଦୁଇ ବାକ୍ୟାଂଶକୁ ଏକତ୍ର ବ୍ୟବାହାର କରାଯାଇଅଛି । (ଦେଖନ୍ତୁ: ଦୁଇଅଂଶ ଯୁକ୍ତ)

ଦ୍ରୁତଗତିରେ ଯିବା ପାଣିର ସ୍ଵର

ଏହା ଏକ ବୃହତ ସ୍ଵର, ଦ୍ରୁତ ଗତିରେ ବହିବା ସଦୃଶ୍ୟ, ଧଳା ପାଣି ଏକ ନଦୀ ତିଆରି କରେ ।