Door43-Catalog_or_tn/REV/01/09.md

2.2 KiB

ତୁମ୍ଭମାନଙ୍କର...ତୁମ୍ଭେମାନେ

ସପ୍ତ ମଣ୍ଡଳୀର ବିଶ୍ଵାସୀମାନେ (ଦେଖନ୍ତୁ: ତୁମ୍ଭର ଗଠନ)

ଯେଉଁମାନେ ତୁମ୍ଭମାନଙ୍କ ସହିତ ଯୀଶୁଙ୍କଠାରେ ଥିବା ଦୁଃଖ ଏବଂ ରାଜ୍ୟ ଏବଂ ଧୈର୍ଯ୍ୟ ସହନଶୀଳତାର ଅଂଶୀ ଅଟନ୍ତି

ଏକାନ୍ତରୀକ ଅନୁବାଦ: "ଈଶ୍ଵରଙ୍କ ରାଜ୍ୟରେ ଯେ ତୁମ୍ଭମାନଙ୍କ ସହିତ ଅଂଶୀ ଅଟେ । ଯେହେତୁ ଆମ୍ଭେମାନେ ଯୀଶୁଙ୍କର ଅଟୁ ସେଥିପାଇଁ ମୁଁ ମଧ୍ୟ କ୍ଲେଶଭୋଗ କରେ ଏବଂ ତୁମ୍ଭମାନଙ୍କ ସହିତ ଧୈର୍ଯ୍ୟ ସହ କ୍ଲେଶ ସହ୍ୟ କରେ"

ଈଶ୍ଵରଙ୍କ ବାକ୍ୟ ହେତୁ

ଏକାନ୍ତରୀକ ଅନୁବାଦ: "କାରଣ ମୁଁ ଈଶ୍ଵରଙ୍କ ବାକ୍ୟ ବିଷୟରେ କହିଲି"

ଆତ୍ମାରେ

ଏହାର ଅର୍ଥ ଈଶ୍ଵରଙ୍କ ଆତ୍ମା ଦ୍ଵାରା ପ୍ରଭାବିତ ହେବା । (ଦେଖନ୍ତୁ: ବାକ୍ୟାଂଶ)

ପ୍ରଭୁଙ୍କର ଦିନ

ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ଵାସୀମାନଙ୍କ ନିମନ୍ତେ ଉପାସନାର ଦିନ ।

ତୁରୀ ସଦୃଶ୍ୟ ଏକ ଉଚ୍ଚ ସ୍ଵର

ସେହି ସ୍ଵର ଅତି ଉଚ୍ଚ ଥିଲା ଯେ ତାହା ତୁରୀ ପରି ଶବ୍ଦ ହେଲା । (ଦେଖନ୍ତୁ: ତୁଳନା/ଉପମା)

ସ୍ମୁର୍ଣ୍ଣା, ପର୍ଗମକୁ, ଥୁୟତୀରାକୁ, ସାର୍ଦୀକୁ, ଫିଲାଦେଲଫିଆକୁ, ଏବଂ ଲାଅଦିକୀଆକୁ

ଏଗୁଡିକ ଏସିଆରେ ଥିବା ନଗରଗୁଡିକର ନାମ ଯାହାର ଆଧୁନିକ ନାମ ତୁର୍କୀ ଅଟେ । (ଦେଖନ୍ତୁ: ଅନୁବାଦିତ ନାମଗୁଡିକ)