Door43-Catalog_or_tn/REV/01/07.md

625 B

ଆଲ୍ଫା ଓ ଓମେଗା ଏହା ସାଂସ୍କୃତିକ ଭାବରେ ବ୍ୟାଖ୍ୟା ହେବା ଉଚିତ୍ । ଉଦାହରଣ ସ୍ଵରୂପ, ଗ୍ରୀକ ଅକ୍ଷରର ଜ୍ଞାନ ଯାହାର ନାହିଁ ତାହା ପାଇଁ ଆଲ୍ଫା ଓ ଓମେଗା କିଛି ଅର୍ଥ ନାହିଁ, ସେହିପରି ସେମାନେ ସେମାନଙ୍କର ଭାଷାରେ/ସେମାନଙ୍କର ସଂସ୍କୃତି ନିମନ୍ତେ ଉପଯୁକ୍ତ ସମତୁଲ୍ୟ ଖୋଜିବା ଉଚିତ୍ ।