Door43-Catalog_or_tn/REV/01/04.md

999 B

ଶାନ୍ତି ତାହାଙ୍କଠାରୁ ଯେ କି

"ଈଶ୍ଵରଙ୍କଠାରୁ ଶାନ୍ତି, ଯେ କି"

ଆତ୍ମାଗୁଡିକ

ଏହା ସୁଚିତ କରାଯାଇଅଛି ଯେ ଏହି ଆତ୍ମାଗୁଡିକ ଦୂତମାନେ ଅଟନ୍ତି ଯେହେତୁ ସେମାନେ ଈଶ୍ଵରଙ୍କ ସିଂହାସନ ଆଗରେ ରହନ୍ତି । (ସ୍ପଷ୍ଟବାଦୀ ଏବଂ ଅସ୍ପଷ୍ଟବାଦୀ)

ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି

ଏକାନ୍ତରୀକ ଅନୁବାଦ: "ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି"

ଆମ୍ଭମାନଙ୍କୁ ଏକ ରାଜ୍ୟ କରିଅଛନ୍ତି

"ଆମ୍ଭମାନଙ୍କୁ ପୃଥକ କଲେ ଏବଂ ଆମ୍ଭମାନଙ୍କ ଉପରେ ରାଜତ୍ଵ କରିବା ଆରମ୍ଭ କଲେ"