Door43-Catalog_or_tn/PHM/01/17.md

3.4 KiB

ଯଦି ତୁମ୍ଭେ ମୋତେ ଏକ ସହ କର୍ମୀ ଭାବରେ ଆଦର କର

“ଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କ ନିମନ୍ତେ ମୁଁ ଏକ ସହ କର୍ମୀ ଭାବ"

ତାହା ମୋ' ହିସାବରେ ଲେଖିରଖ

ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋତେ ହିସାବରେ ରଖ” କିମ୍ବା “ତାହା କୁହ କି ମୁଁ ସେହି ଯାହାକୁ ତୁମ୍ଭେ ନିଜର କରିଅଛ.”

ମୁଁ ,ପାଉଲ, ନିଜ ହସ୍ତରେ ଲେଖି ଅଛି

ଏହା ଏହିପରି ଅନୁବାଦ କରାଯାଇ ପାରେ “ମୁଁ, ପାଉଲ, ମୁଁ ନିଜେ ଲେଖି ଅଛି.” ପାଉଲ ଏହା ଏଥି ପାଇଁ ଲେଖିଥୀଲେ ଯେପ୍ରକାର ଫିଲୀମୋନ୍ ଜାଣିବେ ଏହି ବାକ୍ୟ ଗୁଡିକ ସତ୍ୟ ଅଟେ ସତ୍ୟ ; ପାଉଲ ନିଶ୍ଚୟ ତାହାଙ୍କୁ ଫେରିବେ.

ମୁଁ ଏହା ଫେରସ୍ତ କରିବି

“ ସେ ଯାହା ତୁମଠୁ ନେଇ ଅଛନ୍ତି ଆପଣଙ୍କୁ ମୁଁ ତାହା ଫେରାଇ ଦେବି”

ମୁଁ ତୁମକୁ ଉଲ୍ଲେଖ କରି ନାହିଁ

ଏହା ଏହିପରି ଅନୁବାଦ କରାଯାଇ ପାରେ “ଆପଣଙ୍କୁ ସ୍ମରଣ କରାଇବା ମୋର ଆବଶ୍ୟକତା ନାହି” କିମ୍ବା “ତୁମ୍ଭେ ଜାଣିଅଛ.”

ତୁମ୍ଭେ ତୁମ୍ଭର ଜୀବନ ମୋତେ ଧାର ଦିଅ

“ତୁମ୍ଭେ ତୁମ୍ଭର ନିଜ ଜୀବନ ମୋତେ ଧାର ଦିଅ |” ଯେଉଁ କାରଣରୁ ଫିଲୀମୋନ ଋଣୀ ଥିଲେ ତାହା ପାଉଲଙ୍କ ଜୀବନରେ ସ୍ପଷ୍ଟ ହୁଏ: “ତୁମ୍ଭେ ମୋତେ ଧାର ଦେଲ କାରଣ ମୁଁ ତୁମ୍ଭର ପ୍ରାଣ ରକ୍ଷା କରିଥିଲି” କିମ୍ବା “ତୁମ୍ଭେ ତୁମ୍ଭର ନିଜ ଜୀବନ ମୋତେ ଧାର ଦେଲ ଯେହେତୁ ଯାହା ତୁମ୍ଭକୁ କହି ଥିଲି ତାହା ତୁମ୍ଭ ପ୍ରାଣ ରକ୍ଷାକରିଛି.” ପାଉଲ ଏହା ଅର୍ଥ କରୁଥିଲେ ଫିଲିମୋନ ଅନୀସିସଙ୍କୁ ଏପ୍ରକାର କହିବାର ନ ଥିଲା କିମ୍ବା ପାଉଲ ଯାହା ଧାର କରିଥିଲେ ତାହା ଠାରୁ ଅନିସମ୍ ଅଧିନ ପାଉଲଙ୍କଠାରୁ ଅଧିକ ଋଣୀ ଥିଲେ. (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)

ମୋ ହୃଦୟ ତାଜା କରିଅଛ

ଏହା ଏହିପରି ଅନୁବାଦ କରାଯାଇ ପାରେ “ମୋ ହୃଦୟ ଖୁସି କରିଅଛ” କିମ୍ବା “ମୋତେ ଖୁସି କରିଅଛ” କିମ୍ବା “ସାନ୍ତ୍ୱନା ଦେଇ ଅଛ.”ପାଉଲ ଚାହୁଁଥିଲେ କିପରି ଅନୀସମ୍ ଏହା ସ୍ପଷ୍ଟ କରିବା ପାଇଁ: “ଅନୀସ‌ମ୍‌ଙ୍କୁ ଗ୍ରହଣ କରିବା ହେତୁ ମୋତେ ଖୁସି କରି ଅଛ.”