Door43-Catalog_or_tn/PHM/01/04.md

3.1 KiB

ମୁଁ ସର୍ବଦା ମୋର ଇଶ୍ଵରଙ୍କୁ ଧନ୍ୟବାଦ ଦିଏ, ଓ ପ୍ରାର୍ଥନାରେ ତୁମ୍ଭକୁ ସ୍ମରଣ ରଖିଥାଏ

“ଯେବେ ତୁମ୍ଭ ପାଇଁ ମୁଁ ପ୍ରାର୍ଥନା କରେ, ମୁଁ ସର୍ବଦା ମୋର ଇଶ୍ଵରଙ୍କୁ ଧନ୍ୟବାଦ ଦିଏ(UDB).

ମୁଁ

ପାଉଲ ଏହି ପତ୍ର ଲେଖିଛନ୍ତି | ଏହି ଶବ୍ଦଗୁଡିକ “ମୁଁ ” ଓ “ମୋତେ” ସମସ୍ତ ପାଉଲକୁ ଦର୍ଶାଏ.

ତୁମ୍ଭେ

ଏଠାରେ ସମସ୍ତ ପତ୍ର , ଶବ୍ଦ “ତୁମ୍ଭେ” ଫିଲୀମୋନକୁ ଦର୍ଶାଏ. (ଦେଖନ୍ତୁ: ତୁମ୍ଭର ରୁପ)

ତୁମ୍ଭର ବିଶ୍ଵାସର ସହଭାଗୀତା ଜ୍ଞାନପାଇଁ ପ୍ରଭାବଯୁକ୍ତ ଅଟେ

ଏହା ଏହିପରି ମଧ୍ୟ ତର୍ଜମା କରାଯାଇ ପାରେ “ କି ତୁମର ଖ୍ରୀଷ୍ଟଙ୍କ ଠାରେ ଭରଷା ଯେପରି ଆମେ କରୁ ତୁମ୍ଭକୁ ଜାଣିବାରେ ସାହାଯ୍ୟ କରିବ” କିମ୍ବା “ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଯୋଗ ଦେଇଅଛ, ଯେପରି ତୁମ୍ଭେମାନେ ଜାଣି ପାରିବ ”

ତୁମ୍ଭର ବିଶ୍ଵାସର ସହଭାଗୀତା

“ କାରଣ ଖ୍ରୀଷ୍ଟଙ୍କ ଠାରେ ଭରଷା ଯେପରି ଆମ୍ଭେ କରୁ ତୁମ୍ଭେ ମଧ୍ୟ କରୁଅଛ” (UDB)

ତାହା ଖ୍ରୀଷ୍ଟଙ୍କ ଠାରେ ଆମ୍ଭ ମଧ୍ୟରେ

ସବୁଠାରୁ ଅଧିକ ସମ୍ଭାବନା ଅର୍ଥ ଏହି “ଆମ୍ଭ ମାନଙ୍କ ଠାରେ ଅଛି ଖ୍ରୀଷ୍ଟଙ୍କ ହେତୁ.”

ସାଧୁମାନଙ୍କର ହୃଦୟ ଆପଣଙ୍କ ଦ୍ଵାରା ତାଜ୍ଜା ହୋଇ ଅଛି

ଏହି ଶବ୍ଦ “ହୃଦୟ ଗୁଡିକ” ବିଶ୍ଵସୀ ମାନଙ୍କ ସାହସକୁ ଦର୍ଶାଏ. ମଧ୍ୟ, “ତାଜା ହୋଇଅଛି” ଗୋଟିଏ ନିସ୍କ୍ରିୟ ଧାରା| ଏହା ଏହିପରି ତର୍ଜମା କରାଯାଇ ପାରେ ଗୋଟିଏ ସକ୍ରିୟ ଧାରା: “ତୁମ୍ଭେ ବିଶ୍ଵାସୀ ମାନଙ୍କୁ ଉତ୍ସାହ କରିଅଛ.” (ଦେଖନ୍ତୁ: ଲକ୍ଷଣାଳଙ୍କାର ଓ ସକ୍ରିୟ କିମ୍ବା ନିସ୍କ୍ରିୟ)

ଭାଇ

ପାଉଲ ଡାକନ୍ତି ଫିଲୀମୋନକୁ “ଭାଇ” କାରଣ ସେମାନେ ଦୁହେଁ ବିଶ୍ଵାସୀ. ସେ ମଧ୍ୟ ଆପଣା ବନ୍ଧୁତ୍ଵକୁ ଗୁରୁତ୍ଵ ଦେଉ ଥିଲେ.ଏହା ଏହିପରି ତର୍ଜମା କରାଯାଇ ପାରେ “ପ୍ରିୟ ଭାଇ” କିମ୍ବା “ପ୍ରିୟ ବନ୍ଧୁ.”