Door43-Catalog_or_tn/MRK/14/35.md

1.4 KiB

ଗେଥ୍‌ଶେମାନୀ ରେ ଜୀତ ପର୍ବତ ଉପରେ ଯୀଶୁ ପିତର, ଯାକୁବ ଏବଂ ଯୋହନଙ୍କୁ ଜାଗ୍ରତ ରହି ପ୍ରାର୍ଥନା କରିବାକୁ ଛାଡିଦେଲେ |

ଏହି ସମୟ ଯାଇପାରେ

“ସେ ସେହି ପିଡାର ସମୁଖିନ ହେଇପାରିବ ଯାହା ତାହାଙ୍କୁ ଶକ୍ତ କରିବା ଯାହା ସେ ଅନୁଭବ କରୁ ଅଛନ୍ତି”

ଆବ୍‌ବା

“ଆବ୍‌ବା” ଏହା ଏକ ଗ୍ରୀକ୍ ଭାଷା ଅଟେ ଯାହା ପିଲାମାନେ ନିଜ ବାପାଙ୍କ ପାଇଁ ଡାକିବା ପାଇଁ ବ୍ୟବହାର କରନ୍ତି | ଏହା ଏକ ଘନିଷ୍ଟ ସମ୍ପର୍କକୁ ଦେଖାଏ | ଯାହା କେବଳ ବାପାଙ୍କୁ ବ୍ୟବହାର କରାଯାଏ,ଏହା ଗୁରୁତ୍ଵପୁର୍ଣ ଯଦି ଗ୍ରୀକ୍ ଶବ୍ଦ ରଖାଯାଏ, “ଆବ୍‌ବା.” (ଦେଖନ୍ତୁ: ଅନୁବାଦ ଶୁନ୍ୟା)

ଏହି ପାନ ପାତ୍ର ମୋଠାରୁ ଦୁର କର

ଏହି ପାନ ପାତ୍ର ଈଶ୍ଵରଙ୍କ କ୍ରୋଧକୁ ଦର୍ଶାଏ ଯାହା ଯୀଶୁଙ୍କୁ ଉଠାଇବାକୁ ହେବ. ଦେଖନ୍ତୁ: ରୁପକ)