Door43-Catalog_or_tn/MRK/14/17.md

877 B

ମେଜରେ ବସିବା

ତକିଆ ଲଗେଇକୀ ଛୋଟ ମେଜରେ ବସିବା ଏକ ରୀତି ଥିଲା ଯେଉଁଠାରେ ଅତିଥି ଅଧାକୋଣେଇ ବସିପାରିବେ ରାତ୍ର ଭୋଜନ ସମୟରେ.

ଜଣେ ପରେ ଜଣେ

ଏହାର ଅର୍ଥ “ଥରେ ଏକ ସମୟରେ” ପ୍ରତ୍ୟେକ ଶିଷ୍ୟ ତାହାଙ୍କୁ ପଚାରିଲେ |

ନିଶ୍ଚୟ ମୁଁ ନୁହେଁଁ

“ନିଶ୍ଚିତ, ଏହା ମୁଁ କେବେବି ନୁହେଁଁ ଯିଏ ତୁମ ଶତ୍ରୁ ମାନଙ୍କୁ ସାହାଯ୍ୟ କରୁଛି ତୁମକୁ ଧରେଇବା ନିମନ୍ତେ !” ଦେଖ: ଲକ୍ଷଣାଳଂକାର ଓ ସ୍ପଷ୍ଟ କିମ୍ବା ନିହିତ)