Door43-Catalog_or_tn/MRK/14/03.md

1.0 KiB

ଶିମୋନ କୁଷ୍ଠି

ଏହି ବ୍ୟକ୍ତି ଆଗରୁ ଜଣେ କୁଷ୍ଠ ରୋଗରେ ଆକ୍ରାନ୍ତ ଥିଲା କିନ୍ତୁ ସେ ଏବେ ଅସୁସ୍ଥ ନୁହେଁ.

ସଂଗମରମଡି ପଡିୟା

ଏହା କୋମଳ, “ଧଳା ପଥର.” (ଦେଖନ୍ତୁ: ଅନୁବାଦ ଶୁନ୍ୟା)

ଏହି ନଷ୍ଟର କାରଣ କଣ? ଏଠାରେ: “କିଛିବି ଉତ୍ତମ କାରଣନାହି ଏହି ଅତ୍ତରକୁ ନଷ୍ଟ୍କରିବାର .” (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)

ଏହି ଅତ୍ତର ବିକ୍ରୀକରାଯାଇ ପାରିଥାନ୍ତା

“ଆମେ ଏହି ଅତ୍ତର ବିକ୍ରୀକରି ପାରିଥାନ୍ତା” or “ସେ ଏହି ଅତ୍ତର ବିକ୍ରୀକରି ପାରିଥାନ୍ତା (ଦେଖନ୍ତୁ: ସକ୍ରିୟ କିମ୍ବା ନିସ୍କିୟ)