Door43-Catalog_or_tn/MRK/12/35.md

970 B

ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି ? ଏଠାରେ: “ଏହି ଲୋକମାନେ ଯିଏ ଯିହୁଦୀ ବ୍ୟବସ୍ତା ଶିକ୍ଷା ଦିଅନ୍ତି, ସେମନେ ଭୁଲ୍ ଅଟନ୍ତି ଯେତେବେଳେ ସେମାନେ କହନ୍ତି କେବଳ ଖ୍ରୀଷ୍ଟ ଦାଉଦ ମାନବୀୟ ବଂଶଯ

! (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)

ଦାଉଦଙ୍କ ପୁତ୍ର

ଏହି ଶବ୍ଦ “ପୁତ୍ର” ବ୍ୟବହାର କରାଯାଇଛି ବଂଶଯ.

କିପରି ସେ ଦାଉଦଙ୍କ ପୁତ୍ର ?ଏଠାରେ: “ସେ କେବେହେଲେ ଦାଉଦଙ୍କ ପୁତ୍ର ହେଇ ନଥିବେ!” (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)