Door43-Catalog_or_tn/MRK/12/13.md

511 B

କାହିଁକି ମୋତେ ପରୀକ୍ଷା କରୁଅଛ?

“ମୁଁ ଜାଣେ ତୁମେ ଚେଷ୍ଟା କରୁଅଛ ଯେପରି ମୁଁ କିଛି କୁହେ ତେବେ ତୁମେ ମୋ ଉପରେ ଦୋଷ ଲଗାଇ ପାର . (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)

ଦିନାର

ଏକ ଦିନର ପାରିଶ୍ରମିକ ଦେୟ. (ଦେଖନ୍ତୁ: ବାଇବଲ୍ ଭିତିକ ଅର୍ଥ)