Door43-Catalog_or_tn/MRK/11/27.md

1.0 KiB

ତୁମ୍ଭେ କେଉଁ ଅଧିକାରରେ ଏସମସ୍ଥ ବିଷୟରେ କରୁଅଛ

ଏହି ଶବ୍ଦ ଗୁଡିକ “ଏସମସ୍ଥ ବିଷୟ” ଯୀଶୁ ସମସ୍ଥଙ୍କର ମେଜ ଓଲଟାଇବା ବିଷୟ ଓ ସେମାନେ ଯାହା ସିଖାଇଥିଲେ ତାହା ବିରୁଦ୍ଧରେ କହୁଥିଲେ ତାହାକୁ ଦର୍ଶାଏ. (ଦେଖନ୍ତୁ: ସ୍ପଷ୍ଟ କିମ୍ବା ନିହିତ)

ତୁମ୍ଭେ କେଉଁ ଅଧିକାରରେ ଏସମସ୍ଥ କରୁଅଛ ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା ଏଠାରେ: “ଏହାସବୁ କରିବାକୁ ତୁମ୍ଭକୁ ଅଧିକାର ନାହିଁ କାରଣ କେହି ତୁମକୁ ଏହି ଅଧିକାର ଦେଇ ନାହାନ୍ତି.” (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)