Door43-Catalog_or_tn/MRK/11/17.md

851 B

ଏହା କ'ଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ଥ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ

“Iଏହା ଶାସ୍ତ୍ରରେ ଲେଖା ଅଛି ଯାହା ଈଶ୍ଵର କହିଲେ, ‘ମୁଁ ଚାହୁଁ ଅଛି ମୋହର ଗୃହ ଡକାଯାଉ ଏପ୍ରକାର ଗୃହ ଯେଉଁଠାରେ ସମସ୍ଥ ଜାତି ପ୍ରାର୍ଥନା କରି ପାରିବେ’, କିନ୍ତୁ ତୁମ୍ଭେମାନେ ତାହାକୁ 'ଡକାୟତମାନଙ୍କ ଗହ୍ୱର' କରିଅଛ କେଉଁଠାରେ ତୁମେ ଲୁଚିବ! ତାହା ତୁମେ ଜାଣ!” (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)