Door43-Catalog_or_tn/MRK/09/23.md

788 B
Raw Permalink Blame History

ଯୀଶୁ ତାହାଙ୍କୁ କହିଲେ, “ ‘ଯଦି ତୁମେ ସମର୍ଥ ହେବ’? ସବୁ ବିଷୟରେ….”

ଯୀଶୁ ଲୋକର ସନ୍ଦେହକୁ ଅବମାନନା କରୁଅଛନ୍ତି. AT: “ଯୀଶୁ ତାହାଙ୍କୁ କହିଲେ, ‘କାହିଁକି ତୁମ୍ଭେ କହୁଅଛ, “ଯଦି ତୁମେ ସମର୍ଥ”? ସମସ୍ଥ ବିଷୟ…. ” କିମ୍ବା “ଯୀଶୁ ତାହାଙ୍କୁ କହିଲେ, ‘ତୁମକୁ ଏହିପରି କହିବାର ନଥିଲା, “ଯଦି ତୁମେ ସମର୍ଥ ହେବ”! ସମସ୍ଥ ବିଷୟରେ…. ” (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)