Door43-Catalog_or_tn/MRK/09/11.md

1.1 KiB

ଯୀଶୁ ପିତର ଯାକୁବ ଓ ଯୋହନକୁ ପାହାଡକୁ ନେଇଥିଲେ ଯେଉଁ ଠାରେ ଆଲୋକ ପଡିଲା ଯୀଶୁଙ୍କ ବସ୍ତ୍ର ଧଳା ହେଲା ଓ ମୋଶା ଓ ଏଲିଓ ଥିଲେ .

ଏଲିଅ ବାସ୍ତବରେ କରୁଅଛି…ଲୋକ ତାହାଙ୍କୁ ଘୃଣା କରିବେ?

ଭବିଷ୍ୟବାଣୀ କହେ ଏଲିୟଙ୍କୁ ସ୍ଵର୍ଗରୁ ଆସିବାକୁ ପଡିବ, ତାହା ପରେ ମଶିହ ,ମନୁଷ୍ୟ ପୁତ୍ର , ଆସିବେ ରାଜତ୍ଵ କରିବା ପାଇଁ| ଅନ୍ୟ ଭବିଷ୍ୟବାଣୀଏହା କହେ ମନୁଷ୍ୟ ପୁତ୍ର ତାଡିତ ଓ ଘୃଣିତ ହେବେ . ଶିଷ୍ୟମାନେ ଦ୍ଵନ୍ଦରେ ଥିଲେ କିପରି ଏହା ଦୁଇଟିଏକ ସଙ୍ଗରେ ସମ୍ଭବ.

ଏଲିୟଙ୍କୁ ସ୍ବର୍ଗରୁ ଆଶିବାକୁ ପଡିବ

ଭବିଷ୍ୟବାଣୀ, ପ୍ରାୟ ଦୁଇପ୍ରକାର ସନ୍ଦେହ ରହିଛି