Door43-Catalog_or_tn/MRK/09/09.md

779 B

ଯୀଶୁ ପିତର ଯାକୁବ ଓ ଯୋହନକୁ ପାହାଡକୁ ନେଇଥିଲେ ଯେଉଁ ଠାରେ ଆଲୋକ ପଡିଲା ଯୀଶୁଙ୍କ ବସ୍ତ୍ର ଧଳା ହେଲା ଓ ମୋଶା ଓ ଏଲିଓ ଥିଲେ

ସେମାନେ ସେ ସମସ୍ଥ ବିଷୟ ତାହାଙ୍କ ମଧ୍ୟରେ ରଖିଲେ

“ସେମାନେ ଏହି ବିଷୟରେ କଥା ହେଲେ ନାହିଁ କାହାସହିତ ମଧ୍ୟ ନୁହେଁଁ ଯାହା ସେମାନେ ଦେଖିଥିଲେ ”.

“ମୃତ ମାନଙ୍କ ମଧ୍ୟରୁ ଉଠେଇବା”

“ମୃତ୍ୟୁ ପରେ ପୁଣି ଜୀବନକୁ ଫେରି ଆସିବା ”