Door43-Catalog_or_tn/MRK/08/18.md

748 B

ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ ? ତୁମ୍ଭେ କ'ଣ ମନେପକାଉ ନାହଁ?

ଯୀଶୁ ବିରକ୍ତ ଥିଲେ କି ସେମାନେ ବୁଝି ପାରୁନଥିଲେ. AT: “ତୁମ୍ଭର ଚକ୍ଷୁ ଥାଉ ଥାଉ, ତୁମ୍ଭେ ବୁଝୁ ନାହ ଯାହା ଦେଖୁ ଅଛ! ତୁମ୍ଭର କାନ ଥାଉ ଥାଉ ! ତୁମ୍ଭେ ବୁଝୁ ନାହ ଯାହା ଶୁଣୁ ଅଛ, ତୁମେ ମନେ ପକାଇବା ଆବଶ୍ୟକ!” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ)