Door43-Catalog_or_tn/MRK/07/5.md

729 B

ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି ?

“ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି କୁ ଅବମାନନା କରି ଅଛନ୍ତି! ରୀତି ନୀତି ଅନୁଶାରେ ସେମାନଙ୍କୁ ହାତ ଧୁଇବା ଉଚିତ!” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ)

ରୋଟୀ

ଖାଦ୍ୟ