Door43-Catalog_or_tn/MRK/07/33.md

932 B

ଇପ୍‌ପଥଃ

ଏଠାରେ ଲେଖକ ଚାହୁଁଛନ୍ତି ପାଠକ ଜାଣନ୍ତୁ ଶବ୍ଦର ସ୍ବର କିପରି, ଏହାକୁ ଲେଖା ନିଜ ଭାଷାର ଲିପିରେ ଯାହା “ଇପ୍‌ପଥଃ” ପରି ତୁମ୍ଭେ ବ୍ୟବହାର କର. (ଦେଖନ୍ତୁ: ଅନୁବାଦ ଅଜଣାର)

ବିଳାପ କରିବା

ସେ ଏକ ଦୀର୍ଘ ନିଶ୍ଵାସ ନେଇ ଦେଖିଲେ କି ସେ ଦୁଖୀ ଅଛନ୍ତି

ଜିହ୍ୱାର ବନ୍ଧନ ସେହିକ୍ଷଣି ଫିଟିଗଲା,

“ଯୀଶୁ ତାହାର ବନ୍ଧନ ସେହିକ୍ଷଣି ଫିଟାଇ ଦେଲେ” କିମ୍ବା “ଯୀଶୁ ସୁସ୍ଥତା ଦେଲେ, ଠିକରେ କଥା ନହେବା ପାଇଁ କଣ କାରଣ ଥିଲା ”