Door43-Catalog_or_tn/MRK/07/27.md

1.1 KiB

ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ

“ସନ୍ତାନମାନେ ପ୍ରଥମେ ଭୋଜନ କରନ୍ତୁ” କିମ୍ବା “ମୁଁ ନିଶ୍ଚୟ ପ୍ରଥମେ ପିଲାଙ୍କୁ ଭୋଜନ କରାଇବି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିସ୍କ୍ରିୟ)

ସନ୍ତାନ

ଯିହୁଦୀ ମାନେ. ଏଠାରେ: “ମୁଁ ଯିହୁଦୀ ମାନଙ୍କୁ ପ୍ରଥମେ ସେବା କରିବି.” (ଦେଖନ୍ତୁ:ରୁପକ)

ରୋଟୀ

ଖାଦ୍ୟ

କୁକୁର ମାନେ

ବିଜାତିୟ ମାନେ.

କୁକୁରମାନେ ମଧ୍ୟ ମେଜ ତଳେ ପଡ଼ିଥିବା ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି

“ତୁମେ ମଧ୍ୟ ମତେ, ସେବା କରି ପାରିବ, ଏହି ପରି” (ଦେଖନ୍ତୁ:ରୁପକ)

ତୁକୁଡା

ରୋଟିର ଏକ ଛୋଟ ଖଣ୍ଡ