Door43-Catalog_or_tn/MRK/07/14.md

1.2 KiB

“ତୁମ୍ଭେ ସମସ୍ଥେ ମୋ' କଥା ଶୁଣ ଓ ବୁଝ

“ଶୁଣୀବା” ଓ “ବୁଝିବା” ଗୁଡିକ ସମାନର୍ଥକ ବ୍ୟବହାର କରାଯାଇଛି ଯୀଶୁଙ୍କୁ ଦର୍ଶାଇବା ପାଇଁ. (ଦେଖନ୍ତୁ: ନକଲ)

ଯାହା ଯାହା ମନୁଷ୍ୟଠାରୁ ବାହାରେ

“ଗୋଟେ ବ୍ୟକ୍ତିର ଅନ୍ତରରୁ” କିମ୍ବା “ଏହା ତାହା ଯାହା ଭାବେ, କହେ ଓ କରେ”

v୧୬6: ଅନେକ ପୁର୍ବ କାଳର ପଦାର୍ଥକାରି ଏହି ଉକ୍ତିକୁ ବ୍ୟବହାର ପାଠ୍ୟରୁ: ଯୋଡିଅଛି ଯଦି କୌଣସି ବ୍ୟକ୍ତିର ଶୁଣିବା ପାଇଁ କାନ ଅଛି ଶୁଣନ୍ତୁ

ଏହି ବାକ୍ୟ ଏଠାରେ ଲଗାଇ ଛନ୍ତି ଓ ତାହାଙ୍କ ଶିକ୍ଷାଗତ ଅଧିକାର ସମସ୍ଥ ବିଶ୍ଵାସ ଯୁକ୍ତ ଅନୁଗମନ କାରୀ ନିରୀକ୍ଷଣ କରିପାରେ ଯାହା ସେ ସିଖାଇଛନ୍ତି.