Door43-Catalog_or_tn/MRK/07/11.md

944 B

ମୋ'ଠାରୁ ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା 'କର୍ବାନ୍

ଶାସ୍ତ୍ରୀ ମାନଙ୍କ ରୀତି ଅନୁଯାଇ ଯଦି ଧନ କିମ୍ବା ଅଲଗା ବିଷୟ ମନ୍ଦିର ପାଇଁ ମନ୍ନତ କରା ଯାଇଛି, ତେବେତାହା ଅଲଗା କୌଣସି ବିଷୟ ପାଇଁ ବ୍ୟବହାର କରିପାରିବେ ନାହିଁ.

କର୍ବାନ୍

ଲେଖକ ପାଠକ ମାନଙ୍କୁ ଜଣେଇବାକୁ ଚାହୁଁଛନ୍ତି ଶବ୍ଦକିପରି ସୁଣା ଯାଉଛି, ଭାଷାର ଲିପିରେ ଏହାକୁ ବ୍ୟବହାର କର ଏକ ଶବ୍ଦରେ ସମାନ ରୁପ ଥିବ ଯାହାପାରିବ. (ଦେଖନ୍ତୁ: ଅନୁବାଦ କର ଅଜଣାକୁ)