Door43-Catalog_or_tn/MRK/06/01.md

1.2 KiB

ଏ କି ସେହି ବଢ଼େଇ ନୁହେଁଁ ? ଏ କି ମରିୟମର ପୁଅ, ଆଉ ଯାକୁବ, ଯୋସି, ଯିହୁଦା ଓ ଶିମୋନର ଭାଇ ନୁହେଁଁ ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି?

“ସେ ଜଣେ ସାଧାରଣ ବଢ଼େଇ! ଆମେ ତାହାଙ୍କୁ ଓ ତାହାଙ୍କ ପରିବାର କୁ ଜାଣୁ! ଆମେ ଜାଣୁ ତାଙ୍କ ମା ମରିୟାମକୁ! ଆମେ ଜାଣି ଅଛୁ ତାଙ୍କର ସାନ ଭାଇ ମାନଙ୍କୁ ଯାକୁବ, ଯୋସି, ଯିହୁଦା ଓ ଶିମୋନ! ଓ ତାହାଙ୍କ ଭୋଉଣୀ ମାନେ ଆମ ମଧ୍ୟରେ ରହୁଅଛନ୍ତି!” (UDB)ଏହା ଗୋଟିଏ ପ୍ରଭାବଯୁକ୍ତ ପ୍ରଶ୍ନ ସନ୍ଧ୍ୟ ରୁପେ ବାହାରିଛି କାହିଁକି ଯୀଶୁ ଏହିପ୍ରକାର ବିଷୟ କରି ପାରୁଥିଲେ. (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ) (ଦେଖନ୍ତୁ: ଅନୁବାଦ ଯୁକ୍ତ ନାମ)