Door43-Catalog_or_tn/MRK/04/40.md

714 B

ଯୀଶୁ ଓ ଶିଷ୍ୟ ମାନେ ସମୁଦ୍ର ପାର କରୁଥିଲେ ସେତେବେଳେ ଗୋଟେ ପ୍ରଚଣ୍ଡ ବାତ୍ୟା ଆରମ୍ଭ ହେଲା.

ତୁମେ କାହିଁକି ଭୟ କରୁଅଛ?

“ତୁମେ ଭୟ କରୁଅଛ ସେହେତୁ ମୁଁ ଖୁସି ନୁହେଁଁ.” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ)

ତେବେ ଏ ବ୍ୟକ୍ତି କିଏ

“ଆମକୁ ସତରେ ଚିନ୍ତା କରିବାକୁ ପଡିବ ଏହି ବ୍ୟକ୍ତି କିଏ!” (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ))