Door43-Catalog_or_tn/MRK/04/38.md

1.0 KiB

ଯେତେବେଳେ ଯୀଶୁ ଓ ଶିଷ୍ୟ ମାନେ ସମୁଦ୍ର ପାର କରୁଥିଲେ ଗୋଟେ ପ୍ରଚଣ୍ଡ ବାତ୍ୟା ଆରମ୍ଭ ହେଲା.

ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ ?

“ତୁମକୁ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ପଡିବ; ଆମେ ପ୍ରତ୍ୟେକ ମରିବା ଉପରେ!” ((ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ))

ଆମେ ମରିବା ଉପରେ

“ଆମେ” ଯୀଶୁ ଓ ତାହାଙ୍କ ଶିଷ୍ୟଙ୍କୁ ମିସେଇକି. (ଦେଖନ୍ତୁ: ବିଶେଷ)

ଧମକାଇଲେ

“ଶକ୍ତ ଭାବରେ ସୁଧାରିବା” କିମ୍ବା “ଚେତେଇବା”

ଶାନ୍ତି, ଏବେ ହଉ.

“ଶାନ୍ତି” ଓ “ଏବେ ହଉ” aଫୁଡିକ ସମାନ ଅର୍ଥକ. (ଦେଖନ୍ତୁ: ନକଲ)